ପୁରୀରେ ବିଜୟ ରଜନୀ ସୀମା କାହାଣୀ

ସନ୍ଧ୍ୟା ସାତଟା ବେଳକୁ ହଠାତ୍ ରଜନୀର ଫୋନ୍ ଆସିଲା, କହିଲା ଜ୍ବାଇଁ ଚାଲ ପୁରୀ ବୁଲିଆସିବା୤ପୁରୀ, ଏତେ ସନ୍ଧ୍ୟାରେ ? ମୁଁ ପଚାରିଲି, ରଜନୀ ହାତରୁ ଫୋନ୍ ଛଡ଼େଇ ନେଇ ବିଜୟକହିଲା, ‘ଭାଇନା ଚାଲ, ଆଜି ଶୁକ୍ରବାର, କାଲି ଶନିବାର ଛୁଟି ଅଛି, ପହରଦିନ ସନ୍ଧ୍ୟାବେଳକୁ ଫେରି ଆସିବା୤’ ସେଇଟା ଠିକ୍ ଯେ ରୁହ ନାନୀଙ୍କୁ ପଚାରି ଦେଖେ୤ମୋସ୍ତ୍ରୀବୁଲିଯିବା କଥା ଶୁଣିଦେଇ ଜିନିଷ ବାନ୍ଧିବା ଆରମ୍ଭ କରିଦେଲେ୤ଆଠଟାବେଳକୁବିଜୟକାରରେଆସି ଆମ ଘର ସାମନାରେ ପହଞ୍ଚିଲା୤ସାଥିରେରଜନୀଆଉଝିଅକୁନି୤ଭୁବନେଶ୍ବରରୁବାହାରିଯିବାବେଳେ ପିଲାମାନଙ୍କୁ ଅଜାଘରେ ଛାଡ଼ିଦେଲୁ୤ଆଉଚାଲିଲୁପୁରୀ୤ବିଜୟଜଣେକରିତକର୍ମା … Continue reading ପୁରୀରେ ବିଜୟ ରଜନୀ ସୀମା କାହାଣୀ